ମାସ ମାସ ଧରି ଆସୁନି ପାଣି। ପଞ୍ଚାୟତବାସୀଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ଜଳ ପରିମଳ ବିଭାଗ ପକ୍ଷରୁ ପାଣି ଟାଙ୍କି ବସିଥିଲା । ଘର ଘରକୁ ପାଇପ ବି ବିଛାଯାଇଥିଲା । ସ୍ଥାନେ ସ୍ଥାନେ ଷ୍ଟାଣ୍ଡପୋଷ୍ଟ ବସିଥିଲା। ମାତ୍ର କିଛି ଦିନ ପାଣି ଆସି ଏହା ଅଚଳ ହୋଇପଡିଥିଲା । ଫଳରେ ଗ୍ରାମବାସୀ ଚୁଆ ପାଣି ଉପରେ ନିର୍ଭର କରି ଚଳୁଛନ୍ତି
#mayurbhanja #thakurmunda #drinkingwater #problem #ArgusNews